ପୂର୍ବ ଶତ୍ରୁତାକୁ ନେଇ ସାଲିଆ ସାହିର ଆଦିବାସୀ ସାହିରେ ଦୁଇ ପରିବାର ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି।
ପୁଲିସ ଗୋଟିଏ ପକ୍ଷକୁ ଥାନାରେ ଅଟକ ରଖିଛି। ଏହି ଘଟଣାରେ ସୁଶୀଲ ହେମ୍ବ୍ରମ ନାମକ ଜଣଙ୍କର ମୃତ୍ୟୁ ଘଟିଛି। ସୁଶୀଲଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣା ପଡ଼ିଛି।
Credible Local News of Odisha