ଜିଲ୍ଲା ପାଇଁ ଗୌରବ ଆଣିଲେ ଗୌରବ

ସୁନ୍ଦରଗଡ ଜିଲ୍ଲା ମିସନ ରୋଡ଼ ନିବାସୀ ଗୌରବ ଅଗ୍ରୱାଲ ସର୍ବଭାରତୀୟ ପ୍ରଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୮୬ସ୍ଥାନରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

୨୦୧୯ରେ ପ୍ରଥମ ପ୍ରୟାସରେ ଗୌରବ ବିଫଳ ହେବାପରେ ଭାଙ୍ଗିନପଡି ନିଷ୍ଠାର ସହିତ ପରିଶ୍ରମ କରି ଦ୍ଵିତୀୟ ପ୍ରୟାସରେ ସଫଳ ହୋଇଛନ୍ତି । ଆଶାନୁରୂପ ସ୍ଥାନ ମିଳିଛି ବୋଲି ସେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes