ୟୁପିଏସସି ପରୀକ୍ଷାରେ ସଫଳତା ପାଇଲେ ସମୀର

ମୟୁରଭଞ୍ଜ ଜିଲ୍ଲା ଉଦଳା ମାଟିର ସୁପୁତ୍ର ସମୀର କୁମାର ଜେନା ଚଳିତ ବର୍ଷ ୟୁପିଏସସି ପରୀକ୍ଷାରେ ୨୭୩ ରେଙ୍କ ହାସଲ କରି ସଫଳତା ଅର୍ଜନ କରିଛନ୍ତି ।

ସମୀର ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ଦ୍ଵିତୀୟ ଅଧିକାର କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes