ଜିଲ୍ଲାପାଳଙ୍କ ନାମରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ନାମରେ କେହି ଜଣେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି l ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes