ରେତ ନଦୀ ପୋଲଉପରେ ଟ୍ରାଫିକ ଜାମ

କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେତନଦୀ ସେତୁ ଉପରେ ଟ୍ରକ ଡ୍ରାଇଭର ମାନେ ମନମୁଖୀ ଭାବେ ଭାରି ଜାନ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖି ଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହେଉଛି ।

କେବଳ ଏହା ଆଜି ଘଟଣା ନୁହେଁ ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ରେତ ନଦୀ ପୋଲଉପରେ ଭାରୀଯାନ ଅଟକି ରହୁଥିବା କାରଣରୁ ଟ୍ରାଫିକ ସମସ୍ୟା ଦେଖା ଦେବାସହ ଦୁର୍ଘଟଣା ଘଟିବାର ମଧ୍ୟ୍ୟ ସମ୍ଭାନା ରହୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes