ଜିଲ୍ଲାପାଳଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ

ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା ଓରମାସ ତାଲିମ କେନ୍ଦ୍ର ଏବଂ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l

ଏହି ତାଲିମ ଶିବିର ୪୫ ଦିନ ଧରି ଚାଲିବ l ଏହି ପ୍ରାକୃତିକ ରଙ୍ଗ ତାଲିମ ପାଇଁ ୨୦ ଜଣ ହିତାଧିକାରୀଙ୍କୁ ପୂର୍ବରୁ ଚୟନ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes