ବାଇକକୁ ଧକ୍କା ଦେଇ ଓଲଟିଲା ବସ, ଜଣେ ମୃତ

ସମ୍ୱଲପୁରରୁ ବୀରମିତ୍ରପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଆଜି ସନ୍ଧ୍ୟାରେ ନାଇକପଡା ନିକଟରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡିଛି l

ବାଇକ ଆରୋହୀଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେତେକ ବସ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes