ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ‌ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏଆଇଡିୱାଇଓ ପକ୍ଷରୁ ବେକାର ଯୁବକ ଯୁବତୀଙ୍କୁ ଜିଲ୍ଲାରେ ଗଢ଼ିଉଠିଥିବା ଖଣି ଓ କାରଖାନାରେ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ନିଯୁକ୍ତି , ନିଯୁକ୍ତି ନଦେବା ପୁର୍ବରୁ ବେକାରୀ ଭତ୍ତା ଦେବା ଦାବିରେ ଯୁବ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes