ମହାନଦୀରୁ କୁମ୍ଭୀର ଉଦ୍ଧାର ପାଇଁ ଦାବି

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହାନଦୀ ଘାଟରେ ଆଜି ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଏକ କୁମ୍ଭୀର ବିତରଣ କରୁଥିବା ଦେଖିଥିଲେ।

କୁମ୍ଭୀରଟିକୁ ବନବିଭାଗ ଉଦ୍ଧାର କରିବାକୁ ଜନସାଧାରଣ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes