ଜାତୀୟ ରାଜପଥରେ ଟ୍ରଲର ପଛକୁ ପିଟିଲା କାର୍; ୨ ମୃତ

ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନ୍ଏଚ୍ ୧୬ ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

କାରରେ ଜଗତସିଂହପୁରରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯିବାବେଳେ ଦୁର୍ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes