କେନ୍ଦୁଝର ଜିଲ୍ଲା (ଓଡ଼ିଶା) ଝାରଖଣ୍ଡ ରାଜ୍ୟ ସୀମାନ୍ତ ଚମ୍ପୁଆ ଅଞ୍ଚଳର ରାମ ତୀର୍ଥ ଠାରେ ମକର ଉପଲକ୍ଷେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ବୈତରଣୀ ନଦୀରେ ଶହ ଶହ ସଂଖ୍ୟାରେ ଉଭୟ ରାଜ୍ୟର ଭକ୍ତମାନେ ମକର ବୁଡ ଦେଇ ନଦୀର ଉଭୟ ପାର୍ଶ୍ଵରେ ଥିବା ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
Credible Local News of Odisha