ଜଳଛତ୍ରରେ ବିଷ ପକାଯାଇଥିବା ଅଭିଯୋଗ, ୩ ଅସୁସ୍ଥ

ମାଲକାନଗିରି ଜିଲ୍ଲା ଏମଭି -79ର ଶିମିଳିବାଞ୍ଛା ପଞ୍ଚାୟତର ଏମଭି -49 ଗ୍ରାମରେ ଖରାଦିନ ପାଇଁ ହୋଇଥିବା ଜଳଛତ୍ରରେ କେହି ଦୁର୍ବୃତ୍ତ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି l

ଜଳଛତ୍ର ମାଠିଆର ପାଣି ପିଇ ଜଣେ ନାବାଳକ ସମେତ ତିନିଜଣ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ବାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes