ଜମିବାଡି ବିବାଦକୁ ନେଇ ସ୍ବାମୀ, ସ୍ତ୍ରୀକୁ ଗଳା କାଟି ହତ୍ୟା

ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁନିସବିର ବାଲିପଡ଼ିଆ ଠାରେ।

ମୃତକ ହେଲେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି। ଉଭୟ ଗତ ରାତିରେ ନିଜ ଫାର୍ମ ହାଉସକୁ ଆସୁଥିବା ବେଳେ କେହି ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes