ଆସନ୍ତାକାଲି ସବୁ ଥାନାରେ ଏତଲା ଦେବ ବିଜେପି

ଯୁବ ମୋର୍ଚ୍ଚା ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଆସନ୍ତାକାଲି ପୁଲିସ ଡିଜି, ଟୁଇନ ସିଟି କମିଶନର, ଡିସିପିଙ୍କ ନାଁରେ ଏତଲା କରିବ ବିଜେପି।

ଯଦି ପୁଲିସ ଏତଲା ନରଖିବ ତାହେଲେ ସବୁ କୋର୍ଟଙ୍କ ଦ୍ବାରସ୍ଥ ହେବ ଦଳ।ଏହା ସହ ଆସନ୍ତା ୪ ତାରିଖରେ ସବୁ ଏସପି ଅଫିସ ଆଗରେ ବିକ୍ଷୋଭ, ପ୍ରତିବାଦ କରିବ ଦଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes