ଜମା ଟଙ୍କା ୨ ଗୁଣା କରିଦେବା ନାଁରେ ୧୪ ଲକ୍ଷ ଠକେଇ ଅଭିଯୋଗରେ ଜଣେ ଗିରଫ

ସିଟି କ୍ୟାସ କମ୍ପାନୀ ନାଁରେ ଜଣେ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଠକିଥିବା ଅଭିଯୋଗରେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି ସାଇବର ପୁଲିସ।

୭ ଦିନରେ ୧୦ ପ୍ରତିଶତ ସୁଧ କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes