ଆଦିବାସୀ ଭବନ ନିର୍ମାଣ ନିମନ୍ତେ ଦାବିପତ୍ର

ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ସମସ୍ତ ପଞ୍ଚାୟତର ଆଦିବାସୀ ସଂପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ପକ୍ଷରୁ ଆଜି ଆଦିବାସୀ ଭବନ ନିର୍ମାଣ ନିମନ୍ତେ ପାଳଲହଡା‌ ବିଜେଡି କାର୍ଯ୍ୟାଳୟ ଠାରେ ପାଳଲହଡା ବିଧାୟକ ମୁକେଶ କୁମାର ପାଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes