ଜଟେସିଂହା ପେକ୍ସରେ ଧାନ ମଣ୍ଡି ଶୁଭାରମ୍ଭ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ସମିତି ପକ୍ଷରୁ ଆଜି ଧାନ କିଣା ଶୁଭାରମ୍ଭ ହୋଇଯାଇଛି।

ଏଥିରେ ସଭାପତି ଜତିନ ପାଣିଗ୍ରାହୀ , ସମ୍ପାଦକ ଘନଶ୍ୟାମ ପଧାନ, କୁନୁ ପଧାନ, ରାଧାକାନ୍ତ ମେଣ୍ଡିଲି, ମହେଶ ତ୍ରୀପାଠୀ ଓ ଚାଷୀମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes