ଜଙ୍ଗଲରେ ମହୁମାଛି ଆକ୍ରମଣରେ ମହିଳା ମୃତ

ରାୟଗଡ଼ା ଜିଲ୍ଲା ଟକିରି ଥାନା କମ୍ପର ଗାଁ ଜଙ୍ଗଲରେ ଏହି ଅଘଟଣ ଘଟିଛି।

ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ମହିଳା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes