ଜଟେସିଂହାରେ ଅମୃତ ସରବୋରର ଭୂମିପୂଜନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର ଗୁଡବନ୍ଧ ଠାରେ ଆଜି ବରାହପଦର ମଠ ମହନ୍ତ ନିତ୍ୟାଗୋପାଲ ଦାସ ଯୋଗଦେଇ ପୂଜାର୍ଚ୍ଚନା କରି ଅମୃତ ସରବୋରର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ସୁନିତା ପ୍ରଧାନ, ବିଡିଓ , ସହକାରୀ ଯନ୍ତ୍ରୀ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes