ପାତାଳୀ କ୍ଷେତ୍ରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ରରେ ଆଜି ପବିତ୍ର ରଥଯାତ୍ରା ଅବସରରେ ପାତାଳୀ ଶ୍ରୀ କ୍ଷେତ୍ର ଭଜନ ସଂଧ୍ୟା ବୀରମହାରାଜପୁର ତରଫରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଗାୟକମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes