ଜଙ୍କିଆରେ ବନ୍ଧୁକ କାରଖାନା ଠାବ, ଦୁଇ ଗିରଫ

କମିସନରେଟ ପୁଲିସ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଜିକାତ ଡମଣଭୂଇଁରେ ଏକ ପରିତ୍ୟକ୍ତ ଘରେ ଚାଲିଥିବା ଦେଶୀ ବନ୍ଧୁକ କାରଖାନା ଠାବ କରି 3 ଟି ପିସ୍ତଲ, ଗନ ପାଉଡର, ଗୁଳି, ଖୋକା ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି l

ଚଢାଉ ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes