ଛୁଟି ମାଗିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା

ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା୧୫ ଦିନ ପାଇଁ ଅଧିକ୍ଷକଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି।

ମାନସିକ ଓ ଶାରୀରିକ ଅସୁସ୍ଥତା ପାଇଁ ଛୁଟି ମାଗିଥିବା ଅଧିକ୍ଷକ ଅମରେନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ପୁଲିସ ବଟି ମାଗୁଥିବା ନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖି ହଟଚମଟ ସୃଷ୍ଟି କରିଥିଲେ ସଂଜୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes