ଶ୍ରମ ବିଭାଗ ଦ୍ଵାରା ଶିଶୁ ଶ୍ରମିକ ଓ କିଶୋର ଶ୍ରମିକ ଉଦ୍ଧାର

ତାଳଚେର ସଦର ଶ୍ରମ ବିଭାଗ ଓ ପାଳଲହଡା ପୁଲିସ ପକ୍ଷରୁ ଆଜି ପୁଣି ତିନି ଜଣ ଶିଶୁ ଶ୍ରମିକ ଓ ଦୁଇ ଜଣ କିଶୋର ଶ୍ରମିକ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes