ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାରେ ରାସ୍ତାରୋକ

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମତୋ ଠାରେ ୬ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା।

ଚାନ୍ଦବାଲି ସଂଯୋଜକ କୃଷ୍ଣ ଚନ୍ଦ୍ର ବିଶ୍ବାଳଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes