ଚାରି ଜିଲ୍ଲାକୁ ମିଳିବ ମନରେଗାର ଅତିରିକ୍ତ ସହାୟତା

ରାଜ୍ୟର ଦାଦନ ପ୍ରବଣ ଚାରି ଜିଲ୍ଲାର 20 ବ୍ଲକକୁ ମନରେଗାର ଅତିରିକ୍ତ ସହାୟତା ପ୍ରଦାନ ପାଇଁ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l
ଏହି 20 ବ୍ଲକର ଶ୍ରମିକଙ୍କୁ ମନରେଗାରେ ଅତି କମରେ ଶହେ ଦିନ ସହ ଅତିରିକ୍ତ 200 ଦିନର କମ ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes