ଛାତ୍ରଛାତ୍ରୀଙ୍କୁ ପାଠ ପଡାଇଲେ ସରପଞ୍ଚ ମମତା ଶବର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର ଆଜି ଅଚାନକ ମାହେଶ୍ୱରୀପୁର ସ୍କୁଲକୁ ଆସି ସ୍କୁଲର ସମସ୍ୟା ସମ୍ପର୍କରେ ଶିକ୍ଷକଙ୍କୁ ବୁଝିବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes