ଟେମରିମାଲରେ ଚବିଶ ପ୍ରହରୀ ନାମଯଜ୍ଞରେ କଳସ ଯାତ୍ରା ଅନୁଷ୍ଠିତ

ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରିମାଲରେ ୨୪ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋଭାଯାତ୍ରାରେ ଗାଁର ଶତାଧିକ ମହିଳା ଯୋଗ ଦେଇଥିଲେ। କର୍ତ୍ତା ଦାୟତ୍ବ ତୁଲାଇଥିଲେ ଟିକେଲାଲ ସାହୁ ଓ ତାଙ୍କ ପତ୍ନୀ ଶକୁନ୍ତଳା ସାହୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes