ଚିଟ ଫଣ୍ଡ ପ୍ରସଙ୍ଗରେ ହଟଗୋଳ, ମୁଲତବୀ

ଚିଟଫଣ୍ଡ ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହଟଗୋଳ ହେବାରୁ ବାଚସ୍ପତି ଗୃହକୁ ସାଢେ 11 ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes