ଆଧାର କାର୍ଡ ସହିତ ଭୋଟର ପରିଚୟ ପତ୍ର ଲିଙ୍କ ଅଭିଯାନ ଆରମ୍ଭ ହେବ

ଆଧାର କାର୍ଡ ସହିତ ଭୋଟର ତାଲିକା ସହିତ ଲିଙ୍କ କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ।

ଆଧାର ଡାଟା ସଂଗ୍ରହ ଓ ସଂଶୋଧନ କରିବା ସହ ଭୋଟର କାର୍ଡରେ ଲିଙ୍କ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ତେବେ ଭୋଟର ଆଧାର କାର୍ଡ ସୂଚନା ଦେବା ବା ଜଣାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes