ଚିକିତ୍ସା , ଭତ୍ତା ଓ ରେସନ୍ର ପ୍ରତିଶୃତି ଦେଲେ ବିଡ଼ିଓ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଂଚାୟତ ପଦାଚୁଆ ଗ୍ରାମର ଲେମୋ ହେମ୍ରମଙ୍କ ୭ବର୍ଷର ପୁଅ ସୁରୁପ୍ ହେମ୍ରମଙ୍କ ମୁଣ୍ତ ବଢୁ ଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ଥିବାରୁ ସେ ଭିନ୍ନକ୍ଷମ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି l

ଏ ନେଇ ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ପ୍ରକାଶ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes