କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର କର୍ମଚାରୀଙ୍କୁ ଫାଇନାଲ ପେନସନ

ଓଡିଶା ସରକାରଙ୍କ 5-ଟି କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି 2022 ଜୁଲାଇ 30 ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର 12 ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କ ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes