ଚାଷୀଙ୍କର ସମସ୍ୟା ବୁଝିଲେ ମନ୍ତ୍ରୀ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତରେ ଚାଷୀମାନେ ଜଳସେଚନର ସମସ୍ୟାକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିକଟରେ ଦାବି ଜଣାଇଥିଲେ ।

ଆଜି ମଧ୍ୟାହ୍ନରେ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସୁବିଧା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes