ଚାନ୍ଦିପୁର ବେଳାଭୂମିରେ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ ଅହିଂସା ରଥକୁ ସ୍ବାଗତ କରାଯାଇଛି।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ରାଜ୍ୟବ୍ୟାପୀ ପରିକ୍ରମା କରିବ। ଏନେଇ ଚାନ୍ଦିପୁର ବେଳାଭୂମିରେ ଆଜି ସକାଳ ସମୟରେ ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes