ବିଏସଏଫ କ୍ୟାମ୍ପରେ ସାତ ଶହ ମିଲିସିଆଙ୍କ ଆତ୍ମସମର୍ପଣ

କୋରାପୁଟ ଜିଲ୍ଲାର ଲମତାପୁଟ ଅଣ୍ଡାରାହାଲ ସ୍ଥିତ ବିଏସଏଫ କ୍ୟାମ୍ପରେ ଆଜ ସାତ ଶହ ମାଓ ମିଲିସିଆ ଆତ୍ମସମର୍ପଣ କରିଛନ୍ତି l ସେମାନଙ୍କ ମଧ୍ୟରେ ଓଡ଼ିଶାର ତିନି ଶହ ମିଲିସିଆ ଅଛନ୍ତି l
ଏହି ଅବସରରେ ବିଏସଏଫ ଡିଆଇଜି, କୋରାପୁଟ ଡିଆଇଜି ଏବଂ ମାଲକାନଗିରି ଏସପି ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes