ଚାକିରୀ କରାଇ ଦେବାକୁ କହି ଠକେଇ ଅଭିଯୋଗ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ଦେଵବ୍ରତ ନାୟକ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ବଡ଼ଖମଣ ଗ୍ରାମର ସୁଷମା ସିଂ ଛଅ ମାସ ତଳେ ତାଙ୍କ ଝିଅକୁ ଚାକିରୀ କରାଇ ଦେବାକୁ ତାଙ୍କ ପାଖରୁ ଟଙ୍କା ନେଇଥିଲେ । ଫେରସ୍ତ ମାଗିବାରୁ ଦେବବ୍ରତ ସୁଷମାଙ୍କୁ ଗାଳି ଗୁଲଜ କରିବାରୁ ଆଜି ସୁଷମା ଏକ ଲିଖିତ ଅଭିଯୋଗ କରିଛନ୍ତି ଥାନାରେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes