ଅଭିନେତା ରାଇମୋହନଙ୍କ ମୃତ୍ୟୁ ନେଇ ଜନ୍ମମାଟି କେନ୍ଦୁଝରରେ ଶୋକ

ସିନେମା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ନେଇ ତାଙ୍କ ଗ୍ରାମ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ମୃତ୍ୟୁ ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରି ଦେଇଥିବା ବେଳେ ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes