ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଏବେ ଜେଲରେ ଥିବା ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ପୁଲିସ ଡିଜି।
ମେ ୧୨ରେ ସେ ଜଣେ ଅଫିସରଙ୍କ ନାଁରେ ଥିବା ପିଟିସନ ରଫାଦଫା ପାଇଁ ଜଣେ ସହଯୋଗୀ ଜରିଆରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ।
Credible Local News of Odisha