24 ଘଣ୍ଟାରେ ତୁରେଇକେଲାରେ 37 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ତୁରେଇକେଲାରେ 37 ମିଲିମିଟର ବର୍ଷା ହୋଇଥିବା ବେଳେ ଖପ୍ରାଖୋଲରେ 28 ମିମି ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes