କୋଭିଡ଼ ପରେ ଶିକ୍ଷା କ୍ଷେତ୍ରରେ ସ୍ବାଭାବିକତା ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ଆଜିଠାରୁ ୬ଜିଲ୍ଲାକୁ ପଠାଇବା ଆରମ୍ଭ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
Credible Local News of Odisha