ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣlଗସ୍ତ

ଆଜି ଭୋର ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନବର ଜାତୀୟ ରାଜପଥ ବିରନରସିଂହପୁର ହନୁମାନ ମନ୍ଦିର ନିକଟରେ ଭାରସମ୍ୟ ହରାଇ ରାସ୍ତାର ତଳକୁ ଖସିଯାଇଛି । ମିଳିଥିବା ଖବର ମିତାବକ ଗୋଟିଏ ତୀର୍ଥଯାତ୍ରୀ ବସ ହରିଶଙ୍କର ଠାରୁ ତୀର୍ଥ ସାରି କେନ୍ଦ୍ରାପଡା ଯାଉଥିବା ସମୟରେ ଭାରସମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା । ଏଥିରେ ୪୫ଜଣ ଯାତ୍ରୀ ଥିବା ବେଳେ ୧୦ଜଣ ସାମାନ୍ୟ ଆହତ ହୋଇଥିବାର ଖବର ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes