ଚଳନ୍ତା ବସ୍‌ରୁ ଓହ୍ଲାଇବା ବେଳେ ତଳେ ପଡ଼ି ଯୁବକ ମୃତ

ଯୁବକ ଜଣକ ନୟାଗଡ ଜିଲ୍ଲା ବାଲିସାହିରେ ଓହ୍ଲାଇବାର ଥିଲା।

ବସ୍ ରହିବା ପୂର୍ବରୁ ଓହ୍ଲାଇଲା ବେଳେ ପଡ଼ିଯାଇଥିଲେ। ବସଟି ଭୁବନେଶ୍ବରରୁ ଉମରକୋଟ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes