ଅତାବିରାରେ ରାମଚରିତ ମାନସ କାଲିଠାରୁ ଆରମ୍ଭ

ଶୁକ୍ରବାରଠାରୁ ଅତାବିରାରେ ଦୁର୍ଗାପୂଜା ମନ୍ଦିର କମିଟି ତରଫରୁ ଛଅ ଦିନ ପର୍ଯ୍ୟନ୍ତ ରାମ ଚରିତ ପଠନ ଅତାବିରା ସିନେମା ହଲ ପାଖରେ ହେବ।

ପ୍ରବଚକ ଶ୍ରୀ ଶ୍ରୀ ଅନନ୍ତ ଚରଣ ମହାରାଜ ଙ୍କ ଦ୍ଵାରା ସନ୍ଧ୍ୟା ୬. ୩୦ରୁ ୯.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes