ଚକରା ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଗିରଫ

ଚକରାର ମୁଖ୍ୟ ସହଯୋଗୀ ଥିବା ସନ୍ତୋଷ ପରିଡ଼ାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସୁନା ଦୋକାନୀଙ୍କୁ ଗୁଳି ଫୁଟାଇ ଲୁଟ୍‌ କରିବାରେ ସନ୍ତୋଷ ସାହଯ୍ୟ କରୁଥିଲା ବୋଲି ସୂଚନା ମିଳିଥିବା ପୁଲିସ କହିଛି।

କମିଶନରେଟ ପୁଲିସ ଏ ପର୍ଯ୍ୟନ୍ତ ଜଣେ ମହିଳା ସମେତ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିସାରିଲାଣି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes