ନୂଆପଡ଼ାରୁ ୬ କିଲୋ ବଜ୍ରକାପ୍ତା କାତି ଜବତ

ନୂଆପଡ଼ା-ପଦ୍ମପୁର ରାସ୍ତାରେ ଡିଲ୍‌ କରିବାକୁ ଯୋଜନା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରି ଜଣେ ଅଭିଯୁକ୍ତ ବିକ୍ରମ ମାଝୀକୁ ଗିରଫ କରିଛି।

୨୦୨୦ରୁ ଏଯାଏଁ ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି କ୍ରାଇମବ୍ରାଞ୍ଚ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes