ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ବଡ଼ଘାଟି ତଳକୁ ଖସି ଟ୍ରକ୍ ଜଳିଯାଇଛି।

ଚଳନ୍ତା ଟ୍ରକ୍‌ରୁ ଡେଇଁ ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes