ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍

ନୋଟ ବୁକ୍ ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଇଲ୍ଲେଖ ରହିବ, ଏହାଦ୍ବାରା ଅଭିଭାବକମାନେ ପିଲା କଣ ପଢୁଛି ଜାଣିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes