ବିଜେପିର ବୁଥ୍‌ ସଶକ୍ତୀକରଣ କର୍ମଶାଳା

ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ବୁଥ୍‌ ସଶକ୍ତୀକରଣ କର୍ମଶାଳା ଅନୁଷ୍ଠିତ ହୋଇଛି।

୩୬ ହଜାର ବୁଥରେ ସଂଗଠନ ମଜଭୂତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।କେନ୍ଦ୍ରୀୟ ଯୋଜନା ବାବଦରେ ଲୋକଙ୍କୁ ବୁଝାଇବା ଲାଗି ଗୁରୁମନ୍ତ୍ର ଦିଆଯାଉଛି। ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes