ଘରୋଇ ବସ୍ ଧକ୍କାରେ ବାଇକ୍ ଆରୋହୀର ମୃତ୍ୟୁ

ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ମଣପଡ଼ା ନିକଟରେ ଘରୋଇ ବସ୍ ଧକ୍କାରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି।

ବସଟି ବ୍ରହ୍ମଗିରିରୁ କଟକ ଯାଉଥିଲା। ମୃତ ବାଇକ ଚାଳକଙ୍କ ନାଁ କମଳ ସାମନ୍ତରାୟ। ତାଙ୍କ ଘର ଅପିଠି ଗାଁରେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes