ଘରକୁ ଫେରିଲେ ୪ ନିଖୋଜ ଛାତ୍ର

କେନ୍ଦୁଝରର ଏକ ଘରୋଇ କଲେଜରୁ ୪ ଛାତ୍ର ନିଖୋଜ ଘଟଣାରେ ନିଖୋଜ ଛାତ୍ର ଘରକୁ ଫେରିଥିବା ସୂଚନା ମିଳିଛି।

ଗତକାଲି ରାତିରେ ୨ ଜଣ ଘରକୁ ଫେରିଥିଲେ। ଆଉ ୨ ଜଣଙ୍କୁ ପୁଲିସ୍ ଜଘିଂରା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes