ଗ୍ରୀଷ୍ମପ୍ରବାହ ସମୟରେ ଇଟାଭାଟି ନିଆଁ ଲିଭାଇବାକୁ ଦାବି

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ବେଆଇନ ଇଟାଭାଟି ଜଳୁଥିବା ସ୍ଥାନୀୟ ଲୋକ କହିଛନ୍ତି।

ଯାହାକୁ ନେଇ ଆଜି ଗ୍ରାମବାସୀ ରସୁଲପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଆଁ ଲିଭାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes